Tarini Akhira Tara
410 Views
Dec 31 1969
00:22:30
5
5
ତାରିଣୀ ତାରା ପାଇଁ ଶିବରାତ୍ରୀ ବ୍ରତ କରେ.. ସେପଟେ ତାରା ବି ଜିଦ୍ ଧରେ ବ୍ରତ କରିବା ପାଇଁ କିନ୍ତୁ ତାରିଣୀ ତାକୁ ଗାଳି କରେ..ଯାହା ପାଇଁ ତାରା ରାଗିଯାଏ.. ପରେ ସମସ୍ତେ ମିଶି ଶିବରାତ୍ରୀ ପୂଜା ଆରମ୍ଭ କରନ୍ତି.. ରୁକ୍ମିଣୀ ତରୁଣ ଠାରୁ ଜାଣିବାକୁ ଚାହେଁ ସେ ତାରାକୁ ନେଇ ଏବେ କଣ ଚିନ୍ତା କରୁଛି..କଣ ତାରାର କ୍ୟାନସର ପାଇଁ ତରୁଣର ମନ ସତରେ ବଦଳିଯିବ..?
Share