Tarini Akhira Tara
372 Views
Dec 31 1969
00:20:51
5
5
ତ୍ରୀଶା ତା ପ୍ଲାନ୍ ରେ ସଫଳ ହୁଏ ଏବଂ ସେ ପଟ୍ଟନାୟକ ପରିବାରକୁ ଆସେ.. ତାରା ଠାରୁ ପ୍ରତିଶୋଧ ନେବାର ଉଦେଶ୍ୟରେ ଥିବା ତ୍ରୀଶାକୁ ତାରିଣୀ କଡା ଜବାବ୍ ଦିଏ.. ସେପଟେ ତାରା ତାରିଣୀର ଫଟୋ ଦେଖି ତାରିଣୀ ସହ ବିତେଇଥିବା ମୁହୁର୍ତକୁ ମନେ ପକାଏ,..କଣ ତାରା ଓ ତାରିଣୀଙ୍କ ପୁଣି ଏକାଠି ହେଇପାରିବେ..?
Share