Tarini Akhira Tara
226 Views
Dec 31 1969
00:21:13
5
5
ତ୍ରୀଶାକୁ ଘରେ ଦେଖି ତୁଶାର ଓ ତାରିଣୀ ଚିନ୍ତାରେ ପଡିଯାନ୍ତି.. ତ୍ରୀଶା ତାରିଣୀକୁ ଜାମିଶୁଣି ବହୁତ କିଛି କୁହେ.. ଏବଂ ପରେ ତାରିଣୀ ଚିନ୍ତାରେ ପଡିଯାଏ.. ସେପଟେ ତ୍ରୀଶା ମୋହିନୀକୁ କହେ ସେ ଘରେ ରହିବାକୁ ଚାହୁଁଛି ଏବଂ ତା ପରେ ତରୁଣକୁ ସେ ନିଜର କରିପାରିବ..ମୋହିନୀ ମଧ୍ୟ ରାଜିହେଇଯାଏ.. ପରେ ତାରା ତ୍ରୀଶା କଥା ଜାଣିବା ପରେ ମନ ଖରାପ କରେ.. କ’ଣ ତ୍ରୀଶା ଓ ତରୁଣଙ୍କୁ ନେଇ ମୋହିନୀର ଯୋଜନା ସଫଳ ହେବ..?
Share