Tarini Akhira Tara
47 Views
Dec 31 1969
00:22:10
5

ତାରା କନିକା ସହ ଘରକୁ ନ ଯିବା ପାଇଁ ପଡିଯିବାର ବାହାନା କରେ..ଏବଂ ଏଥିରେ ତାକୁ ସାହାର୍ଯ୍ୟ କରେ ତୁଷାର...ତାରିଣୀ ଜାଣିପାରେ ତାରା ଏ ସବୁ ମିଛ ବାହାନା କରୁଛି...ଆଉ ତାରାର ଏ ବାହାନାକୁ ନେଇ ସେ ସନ୍ଦେହ କରେ..ଅନ୍ୟପଟେ ତାରାକୁ କେମିତି ଘରକୁ ଫେରେଇ ନେବେ ସେଥିପାଇଁ କନିକା ଓ ରାକେଶ ଚିନ୍ତାରେ ପଡିଯାନ୍ତି..କଣ କନିକା ତାରାକୁ ସବୁ ସତ କହିପାରିବ...?
Share