ତାରା ତାରିଣୀ ପାଇଁ ସୁପ୍ ବନାଏ.. ଯାହା ପିଇକି ତାରିଣୀ ତାରାକଥା ଭାବେ ହେଲେ ତୁଶାର ତାରିଣୀ ଉପରେ ରାଗିଯାଏ ଏବଂ ତାରାକୁ ଭୁଲିବାକୁ କହେ.. ସେପଟେ ତାରା ତାରିଣୀଠାରୁ ଦୂରରେ ରହି କଷ୍ଟ ପାଏ... କଣ ତାରା ଓ ତାରିଣୀ ଏକାଠି ହେଇପାରିବେ.. ?