Tarini Akhira Tara
83 Views
Dec 31 1969
00:21:25
5

ତ୍ରୀଶା ତାରିଣୀର ଯୋଜନାକୁ ଜାଣିପାରେ ଏବଂ ତୁଷାର ବିଷୟରେ ତରୁଣ ସାମ୍ନାରେ କୁହେ..କିନ୍ତୁ ତରୁଣ ତ୍ରୀଶାକୁ ଗାଳି କରିବା ସହ ତୁଷାର ବିଷୟରେ ଭୁଲ୍ କଥା ନ କହିବାକୁ କହେ...ତୁଷାର, ତରୁଣକୁ ବୁଝେଇବା ସହ ନିଜ ଯୋଜନାରେ ତାକୁ ସାମିଲ୍ କରେ..ଏବଂ କେବଳ ତ୍ରୀଶାର ସତ ଜାଣିବାକୁ ଚେଷ୍ଟା କରେ..ତରୁଣ ମଧ୍ୟ ତୁଷାରର କଥା ମାନି ତ୍ରୀଶାର ପରିକ୍ଷା ନେବାକୁ ରାଜି ହେଇଯାଏ..କଣ ଏ ପରିକ୍ଷାରେ ତ୍ରୀଶା ସଫଳ ହେବ...?
Share