ତ୍ରୀଶା, ତାରାକୁ ରୁମ୍ ଭିତରେ ବନ୍ଦ କରିବା ସହିତ ତାକୁ ମାରିବା ପାଇଁ ନିଆଁ ଲଗେଇଦିଏ.. ସେପଟେ ତାରାକୁ ନ ପାଇ ପୁରା ପରିବାର ବ୍ୟସ୍ତ ହେଇପଡନ୍ତି.. ତାରିଣୀ ଡରିଯାଏ କାଳେ ତାରାର କିଛି ହେଇଯାଇଛି ବୋଲି.. ହେଲେ ତ୍ରୀଶା ଏ ସବୁର ମଜା ନଉଥାଏ.. କ’ଣ ତାରିଣୀ ତାରାକୁ ଖୋଜି ପାଇପାରିବ.. ?