ତୁଶାର ନିଜ ଭୁଲ ପାଇଁ ତାରାକୁ କ୍ଷମା ମାଗିବା ସହ କହେ ତାରିଣୀ ସାମ୍ନାରେ ସବୁ ସତ କହିଦବାକୁ ହେଲେ ତାରା ନିଜ ମୁଣ୍ଡ ଛୁଆଇ ମନା କରେ ତାରିଣୀକୁ ସତ ନ କହିବା ପାଇଁ.. ସେପଟେ ତାରିଣୀ ଜିଦ୍ କରି ତାରାକୁ କହେ ତା ସହ ଦେଖା ନ କରିବାକୁ ଏବଂ କଥା ନ ହବାକୁ.. କଣ ତାରା ତାରିଣୀକୁ ସବୁ ସତ କହିଦବ..?