ତାରିଣୀ ତୁଶାରକୁ ମନେଇବା ପାଇଁ ଗୀତ ଗାଇ ତା ସହିତ ଡ୍ୟାନ୍ସ କରେ.. ପରେ ତରୁଣ ଓ ତାରାଙ୍କ ନିର୍ବନ୍ଧ ପାଇଁ ସମସ୍ତେ ଏକାଠି ହୁଅନ୍ତି ହେଲେ ରୂପସୀ ଜଣାଏ ନିର୍ବନ୍ଧ ମୁଦୀ ଘରେ ନାହିଁ.. ଯାହା ପାଇଁ ପୁରା ପରିବାର ଚିନ୍ତାରେ ପଡିଯାନ୍ତି.. ହେଲେ ଶେଷରେ ରଣବୀର୍ ଆସି ଘରଲୋକଙ୍କୁ ମୁଦୀ ଦିଏ.. ରଣବୀର୍ ର ପରିଚୟ କେହି ଜାଣନ୍ତିନି ହେଲେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି..