Tarini Akhira Tara
39 Views
Dec 31 1969
00:20:34
5

ତାରା ପ୍ରତାପ ପ୍ରତି ଜେଜେବାପାଙ୍କ ବ୍ୟବହାର ଓ ଚିନ୍ତାଧାରାକୁ ଦେଖି ଦୁଃଖି ହେଇଯାଏ ଏବଂ ପ୍ରତାପକୁ ବଦଳାଇବାକୁ ଚେଷ୍ଟା କରେ..ଅନ୍ୟପଟେ ତାରାର ବ୍ୟବହାରକୁ ନେଇ ଯୋଗେଶ ଓ ମୋହିନୀ ତାରା ଉପରେ ରାଗିଯାନ୍ତି..କ’ଣ ତାରାର ଏ ଚେଷ୍ଟା ପୁଣି କିଛି ଝଡ ସୃଷ୍ଟି କରିବ ତାରିଣୀ ଜୀବନରେ ?
Share