Tarini Akhira Tara
22 Views
Dec 31 1969
00:22:38
5

ରଣବୀର ର ସତ ସମସ୍ତଙ୍କ ସାମ୍ନାରେ ଧରାପଡିଯିବ ବୋଲି ତୁଶାର ନିଶ୍ଚିତ ଥିବା ବେଳେ.. DNA report Positive ଆସିଯାଏ.. ଏ କଥାକୁ ନେଇ ପୁରା ପରିବାର ଖୁସି ଥିବା ବେଳେ ରୁକ୍ମିଣୀ ଓ ତୁଶାର ଖୁସି ନଥାନ୍ତି.. ତୁଶାର ଟିକେ ଚିନ୍ତାରେ ପଡିଯାଏ ଏମିତି କେମିତି ସମ୍ଭବ ହେଲା ଭାବି.. ସେପଟେ ରୁକ୍ମିଣୀର ସନ୍ଦେହ ଆହୁରି ବଢିଯାଏ ରଣବୀର୍ ଉପରେ ଏବଂ ସେ ରଣବୀର୍ ର ସତ ଜାଣିବାକୁ ଚେଷ୍ଟା କରେ..
Share