ରଣବୀର୍ ତ୍ରୀଶାକୁ ତାରା ପାଇଁ ଗାଳି କରିବା ସହ ଦୁହିଙ୍କ ଭିତରେ ଝଗଡା ହୁଏ.. ସେପଟେ ତାରାକୁ ଗୁଣ୍ଡାମାନେ ହଇରାଣ କରନ୍ତି.. ତାରାକୁ ଖୋଜିବାକୁ ତୁଶାର ଓ ତରୁଣ ପୋଲିସ୍ ପାଖକୁ ଯାନ୍ତି ହେଲେ ତାରାର କିଛି ବି ଖବର ମିଳେନି.. ସେପଟେ ତାରିଣୀ ତାରା ନ ଫେରିବାରୁ ବହୁତ ଭାଙ୍ଗିପଡେ.. କ’ଣ ତାରାକୁ ରକ୍ଷା କରିପାରିବ ତାରିଣୀ.. ?