ତୁଶାର ତାରିଣୀକୁ ଖୋଜି ଖୋଜି ତାରିଣୀ ପାଖରେ ପପଂଚିଯାଏ.. ଏବଂ ସେ ଜାଣିପାରେ ଏ ସବୁ ତେଜ୍ କରୁଥିଲା..ଯିଏକି ଅତୀତର ଏକ ଶତ୍ରୁତାର ପ୍ରତିଶୋଧ ନେବାକୁ ଚାହୁଁଛି..ପରେ ତେଜ୍ ଓ ତୁଶାର ଭିତରେ ମାଡପିଟ୍ ହୁଏ.. ଏବଂ ତୁଶାର ଓ ତାରିଣୀ ଏକାଠି ହେବା ଆଗରୁ ତେଜ୍ ତାରିଣୀକୁ ମାରିଦିଏ..