ତରୁଣ ତାରାକୁ ବୁଝେଇବାକୁ ଚେଷ୍ଟା କରେ, ବାହାଘର ପାଇଁ ତରୁଣ ମନା କରିବାକୁ ଚାହେଁ କିନ୍ତୁ ତାରା ତାକୁ ଅଟକାଏ.. ମୋହିନୀ ତ୍ରୀଶା ଓ ତରୁଣ ପାଇଁ ପୂଜା କରିବାକୁ ରୂପସୀକୁ କହେ ହେଲେ ପୂଜାରେ ତାରା ଓ ତରୁଣଙ୍କ ନାଁ ଲେଖା ଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି.. ଶେଷରେ ତରୁଣର ହାତ ବାଜି ପୂଜା ସିନ୍ଦୂର ଓ ହଳଦୀ ତାରା ଦେହରେ ଲାଗେ.. ତରୁଣ ଓ ତାରା ପାଇଁ ଇଏ କ’ଣ ଭଗବାନଙ୍କ ସଂକେତ..?