Tarini Akhira Tara
55 Views
Dec 31 1969
00:21:28
5

ତାରାର ଜିଦ୍ ଶୁଣି ତରୁଣ ବି ବାହାଘର ପାଇଁ ରାଜି ହେଇଯାଏ ଏବଂ ସେ ପରିବାର ଲୋକଙ୍କୁ କହେ ତ୍ରୀଶାକୁ ବାହାହେବ..ପରେ ତ୍ରୀଶା ଯୋଜନା କରେ ତାରାକୁ ବାହାଘର ପର୍ଯ୍ୟନ୍ତ ଅଟକେଇବା ପାଇଁ..ତାରିଣୀ ଓ ଅନ୍ୟମାନେ ତରୁଣର ନିଷ୍ପତ୍ତିରେ ଖୁସି ହୁଅନ୍ତିନି.. କ’ଣ ତରୁଣ ଠାରୁ ତାରା ସବୁଦିନ ପାଇଁ ଅଲଗା ହେଇଯିବ..?
Share