ତାରାର ଦେହ ଅଧିକ ଖରାପ ହବା ଯୋଗୁ ତାରିଣୀ ଓ ପରିବାର ଲୋକ ତାକୁ ନେଇ ହସ୍ପିଟାଲ ଯାନ୍ତି.. ହେଲେ ଡାକ୍ତର ତାରାର ଜୀବନ ରକ୍ଷା କରିପାରନ୍ତିନି..ତାରିଣୀ ତାରାର ମୃତ୍ୟୁ ଖବର ଶୁଣି ସହିପାରେନି.. କଣ ତାରିଣୀ ତାରାର ଜୀବନ ଫେରେଇ ଆଣିପାରିବ..?