ତ୍ରୀଶା ଓ ତରୁଣ ଏକାଠି ହବା ଖୁସିରେ ମୋହିନୀ ଘରେ Party କରେ ଯେଉଁଥିରେ ସମସ୍ତେ ତାରାକୁ ପ୍ରସଂସା କରନ୍ତି..ଏବଂ ତରୁଣ ତାରା ପାଇଁ ଗୀତ ମଧ୍ୟ ଗାଏ..ହେଲେ ହଠାତ୍ Partyରେ ଏତେ ନାଚିବା ପରେ ତାରାର ଦେହ ଖରାପ ହେଇଯାଏ...ତାରାକୁ Partyରେ ନ ଦେଖି କନିକା ଓ ରାକେଶ ବୁଝିଯାନ୍ତି ତାରାର କିଛି ଅସୁବିଧା ନିଶ୍ଚୟ ହେଇଛି..କନିକା ତାରାକୁ କହେ ତାରାର ରୋଗ ବିଷୟରେ ସେ ତାରିଣୀକୁ ସବୁ ସତ କହିଦେବ ଯାହା ଶୁଣି ତାରା ବହୁତ ଡରିଯାଏ...