ତନୁଜା ଓ ବୀର୍ ସାମ୍ନାକୁ ଆସେ ତାରାର Cancer..ତାରାର Treatment ପାଇଁ ତନୁଜାର ହାର ବନ୍ଧା ପଡଥିବା କଥା ରାକେଶ ଓ କନିକା ଜଣାନ୍ତି..ଅନ୍ୟପଟେ ତ୍ରୀଶା ଓ ତରୁଣର ନିର୍ବନ୍ଧ ପାଇଁ ମୁଦି କିଣାହୁଏ..ତ୍ରୀଶାର ବ୍ୟବହାର ଦେଖି ତୁଷାରକୁ ସନ୍ଦେହ ହୁଏ..ତୁଷାରର ଏ ସନ୍ଦେହ କି ମୋଡ ଆଣିବ କାହାଣୀରେ...?