Tarini Akhira Tara
44 Views
Dec 31 1969
00:21:54
5

ମୋହିନୀ ତ୍ରୀଶା ଓ ତରୁଣଙ୍କ ଏକାଠି ହେବା କାରଣରୁ Party କରିବାକୁ ସ୍ଥିର କରେ.. ମୋହିନୀ ତ୍ରୀଶା ଓ ତରୁଣଙ୍କ ଏକାଠି ହେବା କାରଣରୁ Party କରିବାକୁ ସ୍ଥିର କରେ..କନିକା ଓ ରାକେଶ ନିଷ୍ପତ୍ତି ନିଅନ୍ତି ତାରାର ରୋଗ ବିଷୟରେ ତାରିଣୀକୁ ସବୁକିଛି ଜଣେଇ ଦେବେ.. ତାରା ବହୁତ ଚେଷ୍ଟା କରେ କନିକାକୁ ବୁଝେଇବା ପାଇଁ ହେଲେ କନିକା ଶୁଣେନି...ତାରାର ଏତେ ବଡ ସତକୁ କେମିତି ସାମ୍ନା କରିବ ତାରିଣୀ..?
Share