ତୁଷାର ଓ ତାରିଣୀ ଙ୍କ ଭିତରେ ଭଲପାଇବା ବଢୁଛି ଅନ୍ୟପଟେ ତାରା ଓ ତରୁଣ ଙ୍କ ଝଗଡା ବଢିଚାଲିଛି ,ଦୁହିଁଙ୍କ ଦୋସ୍ତି କରେଇବାକୁ ତୁଷାର ଚେଷ୍ଟାକରେ ଓ ଦୁହେଁ ଦୁହିଁଙ୍କୁ କ୍ଷମା ମାଗନ୍ତି .ତାରାକୁ ଦୁର୍ଗାପୂଜା ପର୍ଯ୍ୟନ୍ତ ତାରିଣୀ ସହ ରଖିବାକୁ ତୁଷାର କନିକାକୁ ଅନୁରୋଧ କରେ .