Tarini Akhira Tara
42 Views
Dec 31 1969
00:22:07
5

ପ୍ରତାପ ଆଉଥରେ କେସ୍ ଲଢିବାକୁ ନିଷ୍ପତ୍ତି ନିଏ..ପ୍ରତାପର ନିଷ୍ପତ୍ତିରେ ଯୋଗେଶ ଓ ମୋହିନୀ ଖୁସି ନଥାନ୍ତି..ତାରିଣୀ ତାରା ଠାରୁ ଅଲଗା ହେଇ କଷ୍ଟରେ ଥିବା ବେଳେ ତାରା ମଧ୍ୟ ତାରିଣୀ ପାଇଁ କଷ୍ଟପାଏ...ତାରାର ବ୍ୟବହାର ଦେଖି କନିକା ସନ୍ଦେହ କରେ ନିଶ୍ଚୟ ତାରିଣୀ ତାରାଙ୍କ ଭିତରେ କିଛି ଝଡ ସୃଷ୍ଟି ହେଇଛି...
Share