Tarini Akhira Tara
29 Views
Dec 31 1969
00:21:49
5

ନିଜ ଜୀବନର ଏତେ ବଡ ସତ ସହ ସାମ୍ନା ହେବା ପରେ ତାରା କେମିତି ତାରିଣୀ ସାମ୍ନାରେ ନିଜକୁ ସମ୍ଭାଳିବ ସେଥିପାଇଁ ବ୍ୟସ୍ତ ହେଇପଡେ..ଅନ୍ୟପଟେ ତାରିଣୀ ତାରାକୁ ଗୋଟେ ଉପହାର ଦେଇ ସବୁବେଳେ ଦୁହେଁ ଏକାଠି ରହିବାର ପ୍ରତିଶୃତି ଦିଏ...କଣ ତାରା ଏ ସତକୁ ତାରିଣୀ ଠାରୁ ଲୁଚେଇ ରଥିପାରିବ..?
Share