ତରୁଣର ସହିତ ତାନିର ଖରାପ ବ୍ୟବହାର ତାରା ସହିପାରେନି ଏବଂ ତା ଉପରେ ପାଣି ପକେଇ ଦିଏ.. ଏବଂ ଏ ସବୁ ଘଟଣାକୁ ନେଇ ତାରା ଓ ତରୁଣ ଭିତରେ ଝଗଡା ହୁଏ..ଦୁହିଙ୍କ ଝଗଡା ଦେଖି ତୁଶାର ଓ ତାରିଣୀ ବି କଣ କରିବେ କିଛି ବୁଝିପାରନ୍ତିନି.. କ’ଣ ତାରା ଓ ତରୁଣଙ୍କ ଏ ଝଗଡା ପ୍ରେମରେ ପରିଣତ ହେଇପାରିବ..?