Tarini Akhira Tara
94 Views
Dec 31 1969
00:22:00
5

ତାରିଣୀ ରଣବୀର୍ କଥା ପାଇଁ ଚିନ୍ତାରେ ଥାଏ ହେଲେ ତୁଶାର ତାକୁ ବୁଝାଏ.. ସେପଟେ ରଣବୀର୍ ତାରିଣୀ ଓ ତାରା ଭିତରେ ଝଗଡା କରିଦିଏ.. ଯାହା ପାଇଁ ତାରିଣୀ ବହୁତ ଭାଙ୍ଗିପଡେ.. ହେଲେ ତାରା ପରେ ତାରିଣୀକୁ ବୁଝେଇବାରେ ସଫଳ ହୁଏ.. ଏବଂ ତାରିଣୀ କଥା ମାନି ତାରା ତରୁଣ ସହ କଥା ହବାକୁ ଯାଏ.. କ’ଣ ତରୁଣ ସବୁ ରାଗ ଭୁଲି ତାରା ସହିତ କଥା ହବ.. ?
Share