Tarini Akhira Tara
285 Views
Dec 31 1969
00:22:06
5
5
ତ୍ରୀଶା ଓ ତାରିଣୀ ପରଷ୍ପରର ଉଦେଶ୍ୟକୁ ନେଇ ଦୁହେଁ ଦୁହିଙ୍କୁ ଚ୍ୟାଲେଞ୍ଜ୍ କରନ୍ତି..ସେପଟେ ତାରିଣୀ ତ୍ରୀଶା ବିରୁଦ୍ଧରେ ଗୋଟେ ପ୍ରମାଣ ପାଏ.. ଯାହାକୁ ନେଇ ସେ ତ୍ରୀଶାର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଯୋଜନା କରେ.. ସେପଟେ ତରୁଣକୁ ତ୍ରୀଶା ସହ ଦେଖି ତାରା ବହୁତ କଷ୍ଚ ପାଏ.. କ’ଣ ତାରା ନିଜ ମନ କଥା ଶୁଣି ପୁଣି ତରୁଣ ପାଖକୁ ପେରିଯିବ..?
Share