ରଣବୀର୍ ଉପରକୁ କେହି ଜଣେ ଆକ୍ରମଣ କରିବାକୁ ଚେଷ୍ଟା କରେ ହେଲେ ରଣବୀର୍ ବଞ୍ଚିଯାଏ.. ପରେ ପୁରା ପରିବାର ଏ ବିଷୟରେ ଜାଣିକି ବ୍ୟସ୍ତ ହେଇପଡନ୍ତି.. ସେପଟେ ତାରିଣୀ ଜାଣିପାରେ କନିକାକୁ କେହି ମାରିବାକୁ ଚାହୁଁଥିଲା.. ତରୁଣ ଓ ତାରା ତ୍ରୀଶା ଫେରିଆସିବା ଜାଣିବା ପରେ ବହୁତ ଡରିଯାନ୍ତି.. କ'ଣ ତରୁଣ ଅଟକେଇ ପାରିବ ତ୍ରୀଶାର ଷଡ଼ଯନ୍ତ୍ରକୁ.. ?