Tarini Akhira Tara
40 Views
Dec 31 1969
00:22:51
5

ତାରାକୁ ଖୁସି କରିବା ପାଇଁ ସମସ୍ତେ ମିଶି ପ୍ଲାନ୍ କରିଥିବା ବେଳେ ତରୁଣ ତାରାକୁ Propose କରେ.. ତାରା ମଧ୍ୟ ତରୁଣ କଥାକୁ ମାନିନିଏ.. ପରେ ଯୋଗେଶ ସମସ୍ତଙ୍କୁ ଜଣାନ୍ତି ତାରା ଓ ତରୁଣଙ୍କ ନିର୍ବନ୍ଧ କରିବାକୁ.. ପୁରା ପରିବାର ଏଥିରେ ଖୁସି ଥିବା ବେଳ ମୋହିନୀ କିଛି କଥା ପାଇଁ ଚିନ୍ତାରେ ଥାଏ.. କ’ଣ ତାରା ଓ ତରୁଣଙ୍କ ନିର୍ବନ୍ଧକୁ ଗ୍ରହଣ କରିନେବ ମୋହିନୀ.. ?
Share