Tarini Akhira Tara
29 Views
Dec 31 1969
00:22:14
5

ହସ୍ପିଟାଲରେ ତାରା ସହିତ ରୂପମ୍ ର ଦେଖା ସାକ୍ଷାତ ହୁଏ.. ହେଲେ ଦୁହେଁ ଦୁହିଙ୍କୁ ଚିହ୍ନିପାରନ୍ତିନି.. କିନ୍ତୁ ରୂପମ୍ ତାରାକୁ ଦେଖି ନିଜ ପରିବାର କଥା ମନେ ପକାଏ.. ଏବଂ ତାରାର ନା ଶୁଣିବା ପରେ ସେ ଭାବେ ଏ ଝିଅ ସହିତ ମୋର କିଛି ସଂପର୍କ ଅଛି.. ପରେ ତାରିଣୀ ତ୍ରୀଶା ଉପରେ ନଜର ରଖେ.. କିନ୍ତୁ ତ୍ରୀଶା କହିଥିବା କଥା ପାଇଁ ତାରା, ତରୁଣ ଉପରେ ରାଗିଥାଏ.. କ’ଣ ତାରାର ଏ ଭୁଲଧାରଣାକୁ ଦୂର କରିପାରିବ ତରୁଣ..?
Share