Tarini Akhira Tara
27 Views
Dec 31 1969
00:21:57
5

ତାରିଣୀ ଜାଣିପାରେ ଫାଇଲ୍ ହଜିବା ପଛରେ ତ୍ରୀଶାର ହାତ ଅଛି.. ହେଲେ ତ୍ରୀଶାର ସତ ତାରିଣୀ ପରିବାର ଲୋକଙ୍କୁ ଜଣେଇପାରେନି.. ସେପଟେ ତୁଶାର ନିଜ ପରିବାରର ଅପମାନକୁ ସହିପାରେନି ଏବଂ ସେ ତାରିଣୀ ଉପରେ ରାଗେ.. ତାରା ପୁରା ପରିବାର ପାଇଁ ରୋଷେଇ କରେ ଏ ଖୁସିକୁ ସେ ତାରିଣୀ ସହ ବାଣ୍ଟିବାକୁ ଚାହେଁ.. ହେଲେ କଣ ତାରିଣୀ ନିଜ କଷ୍ଟକୁ ତାରା ଠାରୁ ଲୁଚେଇ ରଖିପାରିବ..?
Share