Tarini Akhira Tara
34 Views
Dec 31 1969
00:21:46
5

ତାରିଣୀ ତ୍ରୀଶା ବିରୁଦ୍ଧରେ ପ୍ରମାଣ ପାଇଯାଏ ଏବଂ ସ୍ତିର କରେ ସେ ପରିବାର ସାମ୍ନାରେ ତ୍ରୀଶାର ସତ ଜଣେଇଦବ.. ସେପଟେ ତରୁଣ ହାତରେ ନିର୍ବନ୍ଧ ମୁଦୀ ନ ଦେଖି ତ୍ରୀଶା ରାଗିଯାଏ.. ତରୁଣ କହେ ସେ ଏବେ ଏ ବାହାଘରକୁ ନେଇ କିଛି ସ୍ତିର କରିପାରୁନି.. ତ୍ରୀଶା ତା ଯୋଜନା ବିଫଳ ହେଇଯିବ ବୋଲି ଭାବି ଡରିଯାଏ.. କ’ଣ ତରୁଣ ତ୍ରୀଶା ସହ ସବୁ ସଂପର୍କ ଭାଙ୍ଗିବାରେ ସଫଳ ହେବ.. ?
Share