ତାରାର ଦେହ ଖରାପ ହେବା ପରେ ଏବଂ ତାରା ଠାରୁ ସବୁ ଘଟଣା ବିଷୟରେ ଜାଣିବା ପରେ କନିକା ମୋହିନୀକୁ ଅପମାନ୍ ଦିଏ..ଯାହା ପାଇଁ ତାରିଣୀ ମଧ୍ୟ ଭାଙ୍ଗିପଡେ.. ତାରିଣୀ ତାରାର ଏ ଅବସ୍ଥା ପାଇଁ ନିଜକୁ ଦୋଷ ଦିଏ...କ’ଣ ତାରିଣୀ ସବୁକିଛି ଭୁଲି ପୁଣିଥରେ ତାରା ସହ କଥା ହବ..?