ତାରିଣୀ ତାରାକୁ ରୂପମ୍ ବିଷୟରେ କହେ.. ହେଲେ ତାରା ତା ଅତୀତରେ ଘଟିଥିବା ଘଟଣାକୁ ନେଇ ଡରିଯାଇଥାଏ.. ପରେ ତାରିଣୀର କଥାକୁ ସେ ମାନିନିଏ ଏବଂ ରୂପମକୁ ଚିହ୍ନିପାରେ.. ପରେ ତାରା ଜାଣିପାରେ ରୂପମ୍ ତାର Donor.. କ’ଣ ରୂପମ୍ ର ଏ ନିଷ୍ପତ୍ତି ପରିବାରରେ ଖୁସି ଆଣିଦେବ.. ?