ରୂପମ୍ ମୃତ୍ୟୁକୁ ନେଇ ସମସ୍ତେ ଭାଙ୍ଗିପଡିଥିବା ବେଳେ ତାରାର ଅବସ୍ଥା ଦେଖି ସମସ୍ତେ ଆହୁରି ଦୁଃଖି ହେଇଯାନ୍ତି.. ପୁରା ପରିବାର ତାରିଣୀକୁ କୁହନ୍ତି ତାରାକୁ ସମ୍ଭାଳିବା ପାଇଁ ହେଲେ ତାରା କାହାକଥା ଶୁଣେନି.. କ’ଣ ତାରିଣୀ ତାରାକୁ ଏ କଷ୍ଟରୁ ବାହାର କରିପାରିବ.. ?