Tarini Akhira Tara
36 Views
Dec 31 1969
00:22:45
5

ଯୋଗେଶ ଓ ପରିବାର ତାରିଣୀକୁ କୁହନ୍ତି ତ୍ରୀସାକୁ ଶାସ୍ତି ଦେବା ପାଇଁ ହେଲେ ତ୍ରୀଶା ମିଛ ଅଭିନୟ କରି ପୁଣି ସମସ୍ତଙ୍କୁ ବୋକା ବନାଏ.. ଏବଂ ତାରିଣୀ ତ୍ରୀସାର ଅଭିନୟ ନ ବୁଝିପାରି ତାକୁ ଆଉ ଗୋଟେ ସୁଯୋଗ ଦିଏ ଏବଂ ଘରୁ ବାହାରିଯିବାକୁ କହେ.. ତ୍ରୀସା ଘର ଛାଡି ଯାଏ ହେଲେ ତ୍ରୀଶା ମନରେ ଥିବା ପ୍ରତିଶୋଧର ନିଆଁ ଏବେ କି ମୋଡ ଆଣିବ କାହାଣୀରେ ?
Share