Tarini Akhira Tara
40 Views
Dec 31 1969
00:23:02
5

ତାରା ଓ ରଣବୀର୍ ହଲରେ ଦେଖା ହୁଅନ୍ତି ହେଲେ ରଣବୀର୍ ତାରା ଠାରୁ କିଛି ଲୁଚେଇବାକୁ ଚେଷ୍ଟା କରେ.. ତାରା ସେ ସତ ଜାଣିବାକୁ ଚାହେଁ ହେଲେ ରଣବୀର୍ ନିଜ ମିଛ କଥାରେ ତାକୁ ଭୁଲେଇଦିଏ.. ପରେ ତାରା ଓ ରଣବୀର୍ କୁ ଏକାଠି ଦେଖି ତାରିଣୀ ରାଗୁଥିବା ବେଳେ ତାରାର ଥଟ୍ଟାମଜାକୁ ନେଇ ମୋହିନୀ ତାରାକୁ ଗାଳିକରେ..
Share