ତୁଶାର ମୋହିନୀ ଉପରେ ରାଗିବା ସହିତ ରଣବୀର୍ ର ପ୍ରକୃତ ପରିଚୟ ବିଷୟରେ କହେ ମୋହିନୀ ଏ ସବୁ ଦେଖିକି ଆଶ୍ଚର୍ଯ୍ୟ ହୁଏ.. କନିକା ପଟ୍ଟନାୟକ ପରିବାର ଠାରୁ ସବୁ ସଂପର୍କ କାଟି ଚାଲିଯାଏ..