Tarini Akhira Tara
43 Views
Dec 31 1969
00:20:07
5

ପୁରା ପଟ୍ଟନାୟକ ପରିବାର ମା’ ଦୂର୍ଗାଙ୍କ ପୂଜା କରୁଥିବା ବେଳେ ତାରାର ଦେହ ଅସୁସ୍ତ ପାଇଁ ତାରା ପୂଜାରେ ପହଞ୍ଚିପାରେନି...ତାରାକୁ ପୂଜାରେ ନ ପାଇ ତାରିଣୀ ବ୍ୟସ୍ତ ହେଇପଡେ..ସେପଟେ ତାରାର ଅସୁସ୍ଥତା ବଢିଯାଏ...ତରୁଣ ମଧ୍ୟ ତାରାକୁ ଖୋଜିବା ପାଇଁ ପୂଜା ଛାଡି ଚାଲିଯାଏ...କ’ଣ ତରୁଣ ତାରାକୁ ଖୋଜି ପାଇବ...ନା ତାରା ପାଇଁ ପୁଣି କିଛି ଝଡ ସୃଷ୍ଟି ହେବ...?
Share