Tarini Akhira Tara
26 Views
Dec 31 1969
00:21:49
5

ତରୁଣ ତାରା ପାଇଁ ନୂଆ ଡକ୍ଟର ଦେଖେ ଏବଂ ତାରାର Treatment ପାଇଁ ତୁଶାର ଓ ତାରିଣୀକୁ କହେ.. ତାରିଣୀ ଏ ଖବର ଶୁଣି ଖୁସିହେଇଯାଏ.. ପରେ ତରୁଣ ତାରାକୁ ବାହାରକୁ ନେଇଯିବାକୁ କହେ.. ଏବଂ ତାରାର ସବୁ ଇଛାକୁ ପୁରଣ କରିବାକୁ ଚେଷ୍ଟା କରେ.. କଣ ତରୁଣର Surprise ତାରାକୁ ଖୁସି କରିପାରିବ..?
Share