Tarini Akhira Tara
40 Views
Dec 31 1969
00:22:55
5

ମୋହିନୀ କୁ ରଣବୀର୍ ବିଷୟରେ କହିବାକୁ ତୁଶାର ଓ ରୁକ୍ମିଣୀ ଚେଷ୍ଟା କରନ୍ତି କିନ୍ତୁ ମୋହିନୀ କାହା କଥା ଶୁଣେନି ସେ ତାରା-ତାରିଣୀକୁ ଦଣ୍ଡ ଦେବାକୁ ସ୍ଥିର କରେ..କ’ଣ ତୁଶାର ମୋହିନୀ ବିରୁଦ୍ଧରେ ଯାଇ ତାରା ଓ ତାରିଣୀକୁ ରକ୍ଷା କରିପାରିବ.. ?
Share