ପ୍ରତାପ୍ କୋର୍ଟରେ କେସ୍ ରେ ହାରିଯାଏ.. ତାରିଣୀ ଓ ତୁଷାର ଘରେ ପହଂଚି ପ୍ରତାପ କେସ୍ ଲଢିବା କଥା ଜାଣନ୍ତି..ମୋହିନି ଏବଂ ଯୋଗେଶ ପ୍ରତାପର ଏ ଅବସ୍ଥା ପାଇଁ ତାରାକୁ ଦୋଷ ଦିଅନ୍ତି...ତାରା ପାଇଁ ଏବେ କ’ଣ ହବ ତାରିଣୀର ନିଷ୍ପତ୍ତି ?