ତାରିଣୀ ତାରାକୁ କହେ ତରୁଣ ଠାରୁ ଦୂରେଇ ରହିବାକୁ..ତାରା ତରୁଣକୁ ଦେଖେଇ ତାରିଣୀକୁ କହେ ସେ ତରୁଣଙ୍କୁ ଘୃଣା କରେ..ତରୁଣ ତାରା କଥା ଶୁଣି ବହୁତ କଷ୍ଟ ପାଏ..ତୁଶାର ଓ ତରୁଣ କଟକରେ ରହିବା କଥା ନେଇ ତାରିଣୀ ତୁଶାର ସହ ଝଗଡା କରେ ଏବଂ ସ୍ଥିର କରେ ସେ ତାରା ଓ ତରୁଣଙ୍କୁ ଏକାଠି ହେବାକୁ ଦେବନି..କଣ ତାରିଣୀ ତା ଉଦେଶ୍ୟରେ ସଫଳ ହେବ..?