ତରୁଣ ତାରାର ସବୁବେଳେ ଧ୍ୟାନ ରଖିବ ବୋଲି ତାରାକୁ କଥା ଦିଏ.. ତାରା ତା ବ୍ୟବହାର ପାଇଁ ତରୁଣକୁ କ୍ଷମା ମାଗେ.. ସେପଟେ ତାରିଣୀ ଓ ତୁଶାର ପୁରା ପରିବାରକୁ କୁହନ୍ତି ତାରାର ବର୍ତ୍ତମାନ ଡୋନର୍ ଦରକାର ନହେଲେ ସେ ଠିକ୍ ହେଇପାରିବ ନାହଁ.. ଏ କଥା ଶୁଣି ତ୍ରୀଶା ବହୁତ ଖୁସି ହେଇଯାଏ ଏବଂ ସେ ତା ପ୍ଲାନ୍ ଆଗକୁ ବଢେଇବାକୁ ଯୋଜନା କରେ.. କ’ଣ ତ୍ରୀଶା ତା ଉଦେଶ୍ୟରେ ସଫଳ ହେବ ?