ମୋହିନୀ ତ୍ରୀଶା ସହ ତରୁଣର ବାହାଘର କରେଇବା କଥା ସମସ୍ତଙ୍କୁ କହେ.. ହେଲେ ଯୋଗେଶ ଏ ପ୍ରସ୍ତାବକୁ ନେଇ ଟିକେ ଚିନ୍ତାରେ ପଡିଯାଆନ୍ତି.. ସେପଟେ ତାରା ଦେହକୁ ନେଇ କନିକା ବ୍ୟସ୍ତ ହେଇପଡେ ଏବଂ ସେ ଏତେବଡ କଥା କଣ ପାଇଁ ଲୁଚେଇଥିଲା ତାକୁ ନେଇ କନିକା ରାଗିଯାଏ...