Tarini Akhira Tara
242 Views
Dec 31 1969
00:22:19
5
5
ତାରିଣୀ ତାରା ପାଇଁ ପ୍ରାର୍ଥନା କରେ ହେଲେ ହଠାତ୍ ତା ହାତରୁ ଦୀପ ତଳେ ପଡିଯାଏ, ଯାହା ପାଇଁ ତାରିଣୀ ଖୁବ ଡରିଯାଏ..ଅନ୍ୟପଟେ ଡ.ମହେଶ କୁହନ୍ତି କିଛି ଚିନ୍ତା କାରଣରୁ ତାରାର ଦେହ ଖରାପ ହେଇଛି..କନିକା ତାରାକୁ ତାରିଣୀ ବିଷୟରେ ପଚାରେ..କ’ଣ ତାରା କନିକା ସାମ୍ନାରେ ସବୁ ସତ କଥା କହିଦବ..?
Share