Tarini Akhira Tara
265 Views
Dec 31 1969
00:21:54
5
5
ତୁଷାର ଓ ତାରିଣୀ ତ୍ରୀଶାର ସତ ତରୁଣ ସାମ୍ନାକୁ ଆଣିବା ପାଇଁ ଯୋଜନା କରନ୍ତି ଅନ୍ୟପଟେ ତୁଷାର ସହ ଝଗଡା ହୋଇଥିବା କାରଣରୁ ତାରା ତରୁଣ ସହ କଥା ହେବା ବନ୍ଦ କରିଦିଏ...ତରୁଣ ତୁଷାରକୁ କ୍ଷମା ମାଗିବା ପାଇଁ ଚେଷ୍ଟା କରେ ହେଲେ ସେ ବିଫଳ ହୁଏ..କଣ ତୁଷାର ତାରିଣୀଙ୍କ ଯୋଜନା ସଫଳ ହେଇପାରିବ....
Share