Tarini Akhira Tara
31 Views
Dec 31 1969
00:21:33
5

ତାରା ଓ ତରୁଣ ଦୁହେଁ ଦୁହିଙ୍କୁ ଦେଖା କରିବା ପାଇଁ ଚାହାନ୍ତି.. ସେପଟେ ତ୍ରୀଶା ନିଜ ଉଦେଶ୍ୟ ପୁରା କରିବା ପାଇଁ ତାରାକୁ ପଟ୍ଟନାୟକ ପରିବାରକୁ ଆଣିବାକୁ ଚାହେଁ ଏବଂ ସେଥିପାଇଁ ସେ ମୋହିନୀକୁ ଶିଖାଏ କିନ୍ତୁ ମୋହିନୀ ଏ କଥାରେ ରାଜି ହୁଏନି.. ପରେ ତ୍ରୀଶା ତାରିଣୀକୁ କଷ୍ଟ ଦେଇ ତାରାକୁ ତା ପାଖକୁ ଆଣିବା ପାଇଁ ଯୋଜନା କରେ.. କ’ଣ ତ୍ରୀଶା ତା ଯୋଜନାରେ ସଫଳ ହେବ..?
Share