ଲୋପା ଆଉ ପୂଜା ଯାଇ ମନ୍ଦିର ରେ ପହଞ୍ଚି ଅର୍ଚ୍ଚନା ର ବାହାଘର ବନ୍ଦ କରାନ୍ତି। ପୂଜା ଆଉ ଅର୍ଚ୍ଚନା କୁ ନେଇ ଲୋପା ମନ୍ଦିର ର ଅନ୍ୟ ପାଖକୁ ଯାଏ, ଆଉ ଶିଭ୍ ବିଷୟରେ ପୂଜା କୁ ପଚାରେ।