Jhia Amara Nua Bohu
81 Views
Dec 31 1969
00:22:38
5

ପୂଜା ପରୀକ୍ଷା ପାଇଁ ପାଠ ପଢୁଥିବା ବେଳେ ଶିଭ୍ ଜାଣିଶୁଣି ତାକୁ ହଇରାଣ କରେ ଓ ପରୀକ୍ଷା ଦେବା ର ଜିଦ୍ ଛାଡିବାକୁ କୁହେ। ପରୀକ୍ଷା କୁ ଅସଫଳ କରିବା ଲକ୍ଷ ରେ ଆଶୁ, ପୂଜା ଅନୁପସ୍ଥିତି ରେ ତା ବ୍ୟାଗ୍ ରୁ ଆଡମିଟ କାଡ୍ ଚୋରି କରିନିଏ। ପୂଜା ଅଜାଣତ ରେ ବିନା ଆଡମିଟ କାଡ୍ ରେ ପରୀକ୍ଷା ଦେବାକୁ କଲେଜ ବାହାରି ଯାଏ।
Share