ମହାରାଣୀ ଜ୍ୟୋତିକା ଠାରୁ 25 ଲକ୍ଷ୍ୟ ଟଙ୍କା ହଡପ କଲା ପରେ ମଧ୍ୟ୍ୟ ରାଜ ରାଜେନ୍ଦ୍ର କୁ ଜ୍ୟୋତିକା ର ଗୁମର କଥା କହିବା ପାଇଁ 50 ଲକ୍ଷ୍ୟ ଦାବି କରେ, ହେଲେ ଠିକ୍ ସମୟରେ ପୂଜା ଆସି ମହାରାଣୀ ର ଅସଲ ମୁଖା ଖୋଲି ଦିଏ..ଜ୍ୟୋତିକା ପୂଜା ପାଇଁ ସମସ୍ତଙ୍କ ଆଗରେ ବଂଚି ଯାଏ..ଶିବ୍ ସବୁ ଭୁଲବୁଝାମଣାକୁ ଦୂର କରିବା ପାଇଁ ପୂଜା ସହ କଥା ହବାକୁ ଚେଷ୍ଟା କରେ କିନ୍ତୁ ପୂଜା, ଶିବ୍ ର କଥା କୁ ବୁଝେ ନାହିଁ ଏବଂ ଶିବ୍ କୁ ଦୋଷ ଦିଏ, ଶିବ୍ ରାଗରେ ପୂଜା ଠାରୁ ଦୂରେଇ ଯାଏ..