Jhia Amara Nua Bohu
178 Views
Dec 31 1969
00:22:30
5
5
ଶିବ୍ ପୂଜାର ଧ୍ୟାନ ରଖୁଥିବା ଦେଖି, ପୂଜା ଶିବ୍ ର ପ୍ରଶଂସା କରେ.. ପରେ ରାଜ୍ ରାଜେନ୍ଦ୍ର ପୂଜା ଠାରୁ ସତ ଜାଣିବାକୁ ଚାହେଁ ଯେ, ପୂଜା ତା ଉତ୍ତରାଧିକାରୀ ବିଷୟରେ କଣ କହିବାକୁ ଚାହୁଁଛି.. ହେଲେ ପୂଜା କିଛି କହିବା ଆଗରୁ ଶିବ୍ କହେ ପୂଜା ତା ସନ୍ଦେହ ପାଇଁ ନିଜ ଛୁଆକୁ ମାରିବାକୁ ଚାହୁଁଛି.. ରାଜ୍ ରାଜେନ୍ଦ୍ର ଏ କଥାରେ ରାଗିଯାଇ ପୂଜାକୁ ଧମକ୍ ଦିଏ.. କ’ଣ ରାଜ୍ ରାଜେନ୍ଦ୍ର ଆଗରେ ପୂଜା ଓ ଶିବ୍ ଉତ୍ତରାଧିକାରୀ ର ସତ କହିପାରିବେ.. ?
Share